STORYMIRROR

ହାତ ମୁହଁ ସଫା ରଖିବା ବାହାରକୁ ଗଲେ ମାସ୍କ ପିନ୍ଧିବା ଘର କାରାଗାର ନୁହେଁ ଘରେ ରହିବା ସୁସ୍ଥ ରହିବା। କଟକଣା ମାନି ଚଳିବା ସାବୁନ ରେ ହାତ ନିତି ଧୋଇବା କାମ ନାହିଁ ଯଦି ଘରେ ରହିବା ସ୍ବଛ ରହିବା ଭେଦଭାବ ରଖିବାନି ମନ୍ଦ କାମ କରିବାନି ଘରେ ଜନମ ବାସ ଚଟପଟି କଳିହୁଡ଼ି

Oriya କାମ ନଥିଲେ ଘରେ ରହିବା Poems